X

Login

 Keep me logged in
OR
Connect With: 
   
New User? Click Here to Register
New Artist? Click Here to Register

F

e

e

d

b

a

c

k

One artwork is added in the cart
One artwork is shortlisted
we accept

Drawing and Painting Contest for Indians Abroad

Videos

"Khula Aasmaan" announces "Art for Hope", a unique art contest for people of Indian origin, in which everyone in the family - from children, college students, working professionals and senior citizens - are invited to participate.

 

See this introduction video in Odia

"ଖୋଲା ଆକାଶ "ଯାହା କି ସୃଜନଶୀଳତା ପ୍ରକାଶ ରେ ଅଭିନବତା ଆଣିବା ଏକ କ୍ଷେତ୍ର ଅଟେ, ଆଜି ସମଗ୍ର ବିଶ୍ୱ ଭାରତୀୟ ଗୋଷ୍ଠୀ ଙ୍କୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଆମେ ଆହ୍ୱାନ କରୁଅଛୁ. ଯେଉଁ ଭାରତୀୟ ମାନେ ବିଦେଶ ରେ ଅଧ୍ୟୟନରତ କିମ୍ବା କାର୍ଯରତ ସେମାନଙ୍କର ମୂଳ କଳା କୌଶଳ ବିଷୟ ରେ ଅବଗତ ନିମିତ୍ତ ସମଗ୍ର ବିଶ୍ୱ ଆଶା କରୁଅଛି.

ଆମେ ତାଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରୁଅଛୁ. ବୟସ ଅନୁପାତ ରେ 4 ଟି ଦଳ ରେ ବିଭକ୍ତ କରାଯାଇଅଛି. ଜନ୍ମ ରୁ 4 ବର୍ଷ ପର୍ଯନ୍ତ, 5 ରୁ 15 ବର୍ଷ ପର୍ଯ୍ୟନ୍ତ, 16 ରୁ 25 ବର୍ଷ ପର୍ଯନ୍ତ ଏବଂ 25 ବର୍ଷ ରୁ ଉର୍ଧ୍ଵ ବର୍ଷ ପର୍ଯନ୍ତ. ଏଥି ନିମିତ୍ତ କୌଣସି ଦେୟ ର ଆବଶ୍ୟକତା ନାହିଁ. ଅପଣଂକ ପସନ୍ଦ ଯୋଗ୍ୟ ଯେ କୌଣସି ବିଷୟ ବସ୍ତୁ ଉପରେ ଚିତ୍ର ଆଙ୍କି ପାରିବେ ଅଥବା ରଙ୍ଗ ଦେଇପାରିବେ. ଆପଣଂକୁ ପସନ୍ଦ ଥିବା ଯେ କୌଣସି ମାଧ୍ୟମରେ କରିପାରିବେ. ଡିଜିଟାଲ ଆର୍ଟସ ମଧ୍ୟ ସ୍ୱାଗତ ଯୋଗ୍ୟ.

ଏହି ପ୍ରତିଯୋଗିତା ଦଶହରା ଅକଟୋବର 25 ରୁ ଆରମ୍ଭ ହୋଇ ଡ଼ିସେମ୍ବର 31 ତାରିଖ ଯାଏଁ ଚାଲିବ. ଅନଲାଇନ ଆପଣ ଉପଲୋଡ କରିପାରିବେ. ପ୍ରତିଯୋଗିତା ସମ୍ଭନ୍ଧିତ ସମ୍ପୂର୍ଣ ତଥ୍ୟ ଏହି ୱେବ ସାଇଟ ରେ ପାଇ ପାରିବେ. www.indiaart.com

ଆପଣ ବିଦେଶ ରେ ଥିବା ସାଙ୍ଗସାଥି ଏବଂ ପରିବାର ବର୍ଗ ସାଙ୍ଗେ ଏହା ସେୟାର କରିବେ ଏହା ଆମର ଆଶା. ଧନ୍ୟବାଦ.

 

Short videos in other languages

See the short video in English

See the short video in Hindi

See the short video in Marathi

See the short video in Telugu

See the short video in Tamil

See the short video in Malayalam



Blog posts related to Khula Aasmaan art contests

 

Share on facebook